5ବର୍ଷରୁ କମ ବୟସର ପିଲାଙ୍କୁ ମାସ୍କ ମନା । କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଲାଙ୍କ ପାଇଁ ସଂଶୋଧିତ ମାର୍ଗଦର୍ଶିକା ଜାରି । ବର୍ତ୍ତମାନ ଦେଶରେ କୋରୋନାର ତୃତୀୟ ଲହର ଏବଂ ଓମିକ୍ରନ ସଂକ୍ରମଣ ମାଡି ଚାଲିଥିବା ବେଳେ କେନ୍ଦ୍ର ସରକାର ସଂଶୋଧିତ ମାର୍ଗଦର୍ଶିକା ଜାରି କରିଛନ୍ତି ।
#COVID19 #coronavirus #coronaguidelines #CentralGovt #Odisha #ArgusNews