ବିଜେପି ଜାତୀୟ କାର୍ଯ୍ୟକାରିଣୀ ଦିବସର ଦ୍ବିତୀୟ ଦିନରେ ହାଇଦ୍ରାବାଦଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ଜାତିବାଦ, ବଂଶବାଦ, ତୁଷ୍ଟୀକରଣ ରାଜନୀତି ଦେଶ ଆଗରେ ଏକ ବଡ ସମସ୍ୟା ଭାବରେ ଦେଖା ଯାଇଥିବା ବେଳେ, ଏହି ଅବସରରେ ବିଜେପିର ସଦସ୍ୟ ମାନେ ଦଳର ବିଭିନ୍ନ ନୀତିକୁ ନେଇ ସର୍ବସମ୍ମତିକ୍ରମେ ସଂକଳ୍ପବଦ୍ଧ ହେବେ
#BJPexecutivemeeting #NarendraModi #Hyderabad #ArgusNews