ଆପଣ ଜଦି ଏପରି ହେୟାର କଟ କରୁଛନ୍ତି ,ତେବେ ଦୟାକରି ଧ୍ୟାନ ଦିଅନ୍ତୁ । ନହେଲେ ଏପରି ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି । ଦେଖନ୍ତୁ କିପରି ହେୟାର ଡ୍ରାୟର ମାରିବା ବେଳେ ଡ୍ରାୟରରୁ ହଠାତ ନିଆଁ ବାହାରିଥିଲା । ଆଉ ତା ପରେ କଣ ହେଲା ଭଲଭାବେ ନଜର ପକାନ୍ତୁ । ଏହି ବ୍ୟକ୍ତି ଜଣକଙ୍କ ଚୁଟିରେ ନିଆଁ ଲାଗିଯିବା ସହ ସମ୍ପୁଣ୍ଣ ସେଲୁନରେ ନିଆଁ ଲାଗିଯାଇଥିଲା ।
#viralvideo #salon #hairdrayer #fire #ArgusNews