କାନପୁରରେ ଶୁକ୍ରବାର ନମାଜ ପରେ ଉପଦ୍ରବକାରୀ ମାନେ କଲେ ହିଂସା। ସାଧାରଣ ଲୋକ ଓ ପୋଲିସକର୍ମୀଙ୍କ ଉପରେ ପଥର ମାଡ। ଯୋଗୀ ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ। ବର୍ତ୍ତମାନ ଯାଏ 18 ଦଙ୍ଗାକାରୀ ଗିରଫ, ଲାଗିବ ଗ୍ୟାଙ୍ଗଷ୍ଟାର ଆକ୍ଚ, ସମ୍ପତି ଉପରେ ଚାଲିବ ବୂଲଡୋଜର ବା ସମ୍ପତି ଜବତ କରିବେ ସରକାର।
#UttarPradesh #kanpur #namaz #YogiGovernment #rioters #GangsterAct #bulldozer #ArgusNews