ଆଶା ପାରେଖଙ୍କୁ ମିଳିଲା ‘ଦାଦା ସାହେବ ଫାଲକେ’ ପୁରସ୍କାର । ନୂଆଦିଲ୍ଲୀରେ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବଲିଉଡ ଷ୍ଟାର ଅଜୟ ଦେବଗନ ଓ ତାମିଲ ଷ୍ଟାର ସୁରିୟାଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର ।
#AshaParekh #DadasahebPhalkeAward #Bollywood #NewDelhi #DraupadiMurmu #presented #Natiaonal #ArgusNews