#ଆଗାମୀ_୨୫_ବର୍ଷ_ପାଇଁ_ଲକ୍ଷ୍ୟ_ନିର୍ଦ୍ଧାରଣ ଦେଶର ଜନତା ବିଜେପିକୁ ସ୍ନେହ କରନ୍ତି । ଜନତାଙ୍କ ଆଶା ଓ ଆକାଂକ୍ଷା ବଢାଇ ଦେଇଛି ବିଜେପିର ଦାୟିତ୍ବ । ଦେଶ ଆଗାମୀ ୨୫ ବର୍ଷ ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ କରୁଛି । ବର୍ତ୍ତମାନ ଲକ୍ଷ୍ୟ ନିର୍ଦ୍ଧାରଣ ଓ ଏଠି ପାଇଁ କାମ କରିବାର ସମୟ । ବିଜେପି ରାଷ୍ଟ୍ରୀୟ ପଦାଧିକାରୀ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦବୋଧନ ।
#PMModi #Address #BJP #NationalOfficialsConference #National #ArgusNews