ବିଶ୍ବ ମହିଳା ବକ୍ସିଂ ଚାମ୍ପିଅନସିପରେ ଭାରତର ଦବଦବା । ୪୮ କେଜି ଓ ୮୧ କେଜି ବର୍ଗରେ ମିଳିଲା ଦୁଇଟି ସ୍ବର୍ଣ୍ଣ । ମଙ୍ଗୋଲିଆର ଲୁତସେଖାନଙ୍କୁ ହରାଇ ଗୋଲ୍ଡ ଜିତିଲେ ନୀତୁ ଗନହାସ । ସେପଟେ ଚୀନର ୱାଙ୍ଗ ଲିନାଙ୍କୁ ଚିତ୍ କଲେ ସ୍ବିଟି ବୋରା ।
#ArgusNews #BoxingChampionship #NituGhanghas #India #National