ତୋ ପାଇଁ କିଏ ଆସୁ ନଆସୁ...ମୁଁ ଅଛି । ସବୁ ପରିସ୍ଥିତିରେ, ସବୁ ମୂହୂର୍ତ୍ତରେ । ଗୋଟେ କଥା ମନେ ରଖିଥା...ତୋ ବଡ ଭାଇ ତତେ ତା ଜୀବନ ଠାରୁ ବି ବେଶୀ ଭଲ ପାଏ । ତୋ ଖୁସିରେ ତା ଖୁସି । ମନ ଦେଇ ପାଠ ପଢ...ଆଗକୁ ଯା...ତୋର ସବୁ ଜିଦ୍ ମୁଁ ପୁରା କରିବି । ତତେ ଯେତେବେଳେ ଯାହା ଦରକାର ମୁଁ କରିବି । କିଛି ଭାବିବୁନି ଯାହା ଦରକାର ମତେ ମନ ଖୋଲି କହିବୁ । ଏ ହେଉଛି ଗୋଟେ ଭାଇର ମନକଥା । ନଜର ପକାନ୍ତୁ ଏହି ଭାଇ ଭଉଣୀଙ୍କ ଭିଡିଓରେ ..
#brotherlove #sister #affection #love #elderbrother #ArgusNews