#ହ୍ୟାକର୍ସଙ୍କ_ଟାର୍ଗେଟରେ_୩୨୦_କୋଟି_ଗୁଗୁଲ_କ୍ରୋମ_ୟୁଜର୍ସ
#ଚୋରୀ_ହୋଇପାରେ_ୟୁଜର୍ସଙ୍କ_ବ୍ୟକ୍ତିଗତ_ତଥ୍ୟ
ଗୁଗୁଲ କ୍ରୋମ୍, କୋଟି କୋଟି ଲୋକଙ୍କ ପ୍ରଥମ ପସନ୍ଦ। ଏହି ବ୍ରାଉଜର ସାହାଯ୍ୟରେ ଲୋକମାନେ ସବୁ କିଛି ସର୍ଚ୍ଚ କରିଥାନ୍ତି । ମାତିଛନ୍ତି ଗୁଗୁଲ କ୍ରୋମକୁ ଟାର୍ଗେଟ କରୁଥିବା ହ୍ୟାକର୍ସ। । ବର୍ତ୍ତମାନ ୩୨୦ କୋଟି ଗୁଗୁଲ କ୍ରୋମ ୟୁଜର୍ସଙ୍କ ତଥ୍ୟର ସୁରକ୍ଷା ବିପଦରେ।
#Google #chrome #hackers #security #cybersecurity #Danger #ArgusNews