#ବେଲଗାମ୍_କରୋନା_ଭାଇରସ୍
#ଭାଙ୍ଗିଲା_ଗତ_6_ମାସର_ରେକର୍ଡ
ରଙ୍ଗ ବଦଳାଉଛି ମହାମାରୀ କରୋନା । ପୁଣିଥରେ ଦେଶରେ କାୟା ବିସ୍ତାର କରୁଛି କରୋନା ମହାମାରୀ ।
ଗତ 6 ମାସର ରେକର୍ଡ ଭାଙ୍ଗି ଗତ 24 ଘଣ୍ଟା ମଧ୍ୟରେ ଦେଶରେ ଆକ୍ରାନ୍ତ ସଂଖ୍ୟା 3 ହଜାର 16ରେ ପହଞ୍ଚିଛି ।
#ArgusNews #CoronaVirus #Spread #Awarness #National