ମୁଁ ଏକ ମୁକ୍ତ ଏବଂ ଖୋଲା ଗଣତନ୍ତ୍ରରେ ଶେଷ ନିଶ୍ୱାସ ନେବାକୁ ଚାହୁଛି.. ଆଉ ସେହି ମୁକ୍ତ, ପବିତ୍ର ମାଟି ହେଉଛି ଭାରତ.. ମୋ ଜୀବନ ଭାରତ ଭଳି ପବିତ୍ରମାଟିରେ ଯାଉ.. ଭାରତର ପ୍ରକୃତ ଏବଂ ସ୍ନେହପୂର୍ଣ୍ଣ ଲୋକମାନଙ୍କ ମଧ୍ୟରେ ଶେଷ ନିଶ୍ୱାସ ତ୍ୟାଗ କରିବାକୁ ଚାହୁଁଛନ୍ତି ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା । ଏହି ଭଳି ଭୂୟସୀ ପ୍ରଶଂସା କରିଛନ୍ତି ଭାରତର ଗଣତନ୍ତ୍ରକୁ ଦଲାଇ ଲାମା ।
#dalailama #spiritualleader #Tibet #india #appreciation #NationalNews #ArgusNews