ଦିଲ୍ଲୀ ଜାହାଙ୍ଗୀରପୁରୀରେ ଏବେ ଚାଲିବ ବୁଲଡୋଜର । ପୋଲିସ ଛାଉଣିରେ ପରିବର୍ତ୍ତନ ହୋଇଛି ପୂରା ଅଞ୍ଚଳ। ଗୃହମନ୍ତ୍ରାଳୟର ତାଗିଦ୍ ପରେ ଏବେ ଆକ୍ସନର ସମୟ। ହନୁମାନ ଜୟନ୍ତୀ ସମୟରେ ହିଂସା ପରେ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ ପ୍ରଶାସନ ।
#Delhi #Jahangirpuri #violencecase #policeforce #National #ArgusNews