ଭୂମିକମ୍ପରେ ଥରିଲା ଜମ୍ମୁକଶ୍ମୀର । ରିକ୍ଟରସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି । ସୂଚନା ଅନୁସାରେ ସକାଳ ପ୍ରାୟ ୭ଟା ୨୯ରେ ଏହି ଝଟ୍କା ଅନୁଭୂତ ହୋଇଛି । ଲେହର ୧୮୬ କିଲୋମିଟର ଉତ୍ତରକୁ ଏବଂ ଜମ୍ମୁକଶ୍ମୀର ବିଭିନ୍ନ ସ୍ଥାନରେ ଏହା ଅନୁଭୂତ ହୋଇଥିବା ସୂଚନା ଦିଆଯାଇଛି ।
#Earthquake #JammuAndKashmir #National #ArgusNews