ହିଜାବ ବିବାଦ ମାମଲାରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ହିଜାବ ସପକ୍ଷବାଦୀ । କର୍ଣ୍ଣାଟକର ସ୍କୁଲ-କଲେଜରେ ଶ୍ରେଣୀଗୃହ ଭିତରେ ହିଜାବ ପିନ୍ଧିବା ଦାବି ନେଇ ଯେଉଁ ଆବେଦନ ହୋଇଥିଲା ତାହାକୁ ମାର୍ଚ ୧୫ ତାରିଖରେ ଖାଜର କରିଦେଇଥିଲେ କର୍ଣ୍ଣାଟକ ହାଇକୋର୍ଟ ।
#karnataka #Hijabissue #SupremeCourt #hearing #ArgusNews