ଭାରତର ବିଶିଷ୍ଠ ଶିଳ୍ପପତି ତଥା ଭାରତର ୱାରେନ୍ ବଫେଟ୍ ରାକେଶ ଝୁନଝୁନୱାଲା(୬୨)ଙ୍କ ପରଲୋକ। ଇଏ ଭାରତର ସେହି ବ୍ୟକ୍ତି ଯିଏ, ମାତ୍ର ୫ ହଜାର ଟଙ୍କାରୁ କ୍ୟାରିଅର ଆରମ୍ଭ କରି ସେୟାର ମାର୍କେଟରେ ଜୀବନର ଶେଷାର୍ଦ୍ଧରେ ହୋଇଥିଲେ ୪୦ ହଜାର କୋଟି ଟଙ୍କାର ମାଲିକ।
#Business #RakeshJhunjhunwala #WarrenBuffett #ArgusNews