#ହିଜାବ_ବିବାଦ_ପଛର_ଷଡଜନ୍ତ୍ରକାରୀ_କିଏ_?
#ସାମ୍ପ୍ରଦାୟିକ_ଅସ୍ଥିରତା_ସୃଷ୍ଟି_କରିବା_ପଛରେ_କାହାର_ହାତ_?
ହିଜାବ ପିନ୍ଧି ସ୍କୁଲ ଆସିପାରିବେନି ଛାତ୍ରୀ। ଦାୟର ହୋଇଥିବା ଆବେଦନ ଖାରଜ କରିଦେଇଛନ୍ତି କୋର୍ଟ। ତେବେ ବିରୋଧୀଙ୍କୁ ହଜମ ହେଉନି ନ୍ୟାୟାଳୟଙ୍କ ନିଷ୍ପତ୍ତି। ପ୍ରଶ୍ନ ଉଠୁଛି, ବିବାଦ ପଛର କିଏ ଷଡଯନ୍ତ୍ରକାରୀ ?
#HijabConspiracy #Hijab #School #Students #Court #Question #Karnatakahighcourt #national #Odisha #ArgusNews