#କାଶ୍ମୀର_ଫାଇଲ୍ସ_ଦେଖି_ଲୋକେ_ସତ_ଜାଣୁଛନ୍ତି
#ହେଲେ_ପାକିସ୍ତାନ_ଚଳାଇଛି_ଭାରତ_ବିରୋଧରେ_ଅପପ୍ରଚାର
ଜେକେଏଲଏଫର ଆତଙ୍କବାଦୀ ୟାସିନ ମଲିକର ପାକିସ୍ତାନୀ ସ୍ତ୍ରୀ ମୁଶେଲ ମଲିକ ପ୍ରଚାର କରୁଛି ଫେକ ନ୍ୟୁଜ । ଭାରତୀୟ ସେନା ହଜାର ହଜାର ମହିଳାଙ୍କୁ ଦୁଷ୍କର୍ମ କରିଛି ବୋଲି ଲେଖି ଟ୍ୱିଟ କରି ଜାତି ସଂଘକୁ କରୁଛି ଟ୍ୟାଗ । ତାର ପରିଚୟ ହେଲା ଯେ ଜାମ୍ମୁ କାଶ୍ମୀରରେ ହିନ୍ଦୁ ନରସଂହାରର ସବୁଠାରୁ ବଡ ଦୋଷୀ ତଥା ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଂଟ (ଜେକେଏଲଏଫ)ର ଆତଙ୍କବାଦୀ ୟାସିନ ମଲିକର ସ୍ତ୍ରୀ ।
#kasmirfiles #truestory #Pakisthan #fakenews #indianarmy #muselmallik #jammukasmir #Odisha #ArgusNews