#ଅନ_ଲାଇନ_ମିଡିଆକୁ_ବସିଲା_ଛାଟ
ସନସନି ଖବର ନାରେ ବ୍ୟବସାୟ ଚଳାଉଥିବା ଅନଲାଇନ ମିଡିଆ ଉପରେ ଲାଗିଲା ରୋକ୍ । କାହାର ବ୍ୟକ୍ତିଗତ ବ୍ୟାପାରକୁ ନେଇ କରିହେବନି ସନସନି ଖବର । କେରଳ ହାଇକୋର୍ଟ ଦେଲେ କଡ଼ା ନିର୍ଦେଶ ।
#ArgusNews #kerala #HighCourt #Onlinemedia #NewsBusiness #personalaffairs #National