କରୋନା ପରେ ଏବେ ମଣିଷ ସମାଜକୁ ଗ୍ରାସିବାକୁ ବସିଛି ମଙ୍କିପକ୍ସ । ଏହି ରୋଗରେ ଦେହ ହାତରେ ଲାଲ ରଙ୍ଗର ଭାତୁଡି ଭଳି କିଛି ଫଳି ଯାଉଛି । ଯାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ । କିନ୍ତୁ ଏହି ରୋଗର ଅସଲ କାରଣ ଏବେ ପଦାକୁ ଆସିବା ପରେ ଚିନ୍ତା ବଢିଯାଇଛି ।
#monkeypox #virus #outbreak #WHO #Odisha #ArgusNews