#ଉତ୍ତର_ପ୍ରଦେଶରେ_ରହିଛି_ମୋଦି_ଓ_ଯୋଗୀ_ଲହରୀ
ବର୍ତ୍ତମାନ ଯଦି ନିର୍ବାଚନ ହୁଏ ତେବେ ୟୁପିରେ ବିଜେପିକୁ ମିଳିବ 67ରୁ 73 ଆସନ । ସମାଜବାଦୀ ପାର୍ଟିକୁ ମିଳୁଥିବା ଭୋଟ ପ୍ରତିଶତର ତିନି ଗୁଣ ଅଧିକ ଭୋଟ ପାଇବ ବିଜେପି । ସର୍ଭେରେ ହେଲା ଖୁଲାସା ।
#ArgusNews #PMNarendraModi #CMYogiAdityanath #BJP #Election #vote #survey #National