#ଗରିବ_କଲ୍ୟାଣ_ମୋଡ୍_ରେ_ପ୍ରଧାନମନ୍ତ୍ରୀ
#ବିଜେପି_ସଂସଦୀୟ_ଦଳ_ବୈଠକରେ_ସାସଂଦଙ୍କୁ_ଦେଲେ_ମନ୍ତ୍ର
କେନ୍ଦ୍ରୀୟ ଯୋଜନାକୁ ଗରିବ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାକୁ ଅଗ୍ରାଧିକାର ଦେଉଛନ୍ତି ମୋଦି। ସଫଳ ୟୁପି ମଡ଼େଲ ୨୦୨୪ ପାଇଁ ପାଲଟିବ କି ବିଜୟ ମନ୍ତ୍ର ? ବିଜେପିର ସାସଂଦମାନେ ତୃଣମୂଳ ସ୍ତରରେ ଲୋକଙ୍କ ସହ ଯୋଡ଼ି ହେବା ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରତ୍ୟକ୍ଷ ଲାଭ ଯୋଜନାର ଫାଇଦା କିପରି ଲୋକମାନେ ପାଇପାରିବେ ସେ ଦିଗରେ କାର୍ଯ୍ୟ କରିବାକୁ ଗୁରୁତ୍ବ ଦେଇଛନ୍ତି ।
#garibkalyalyojana #PMModiji #BJP #upmodel #Odisha #ArgusNews