ଆଜି NCC କେଡେଟଙ୍କୁ ସମ୍ଵୋଧନ କରିବେ ପ୍ରଧାନମନ୍ତ୍ରୀ !
ଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କରିଆପ୍ପା ପରେଡ ଗ୍ରାଉଣ୍ଡରେ ଏନସିସି କେଡେଟ୍ ମାନଙ୍କୁ ସମ୍ଵୋଧନ କରିବେ। ଭାରତ ବସୁଧୈବ କୁଟୁମ୍ବଙ୍କ ଆଧାରରେ 19 ଟି ବିଦେଶୀ ଦେଶରୁ 196 ଜଣ ଅଧିକାରୀ ଏବଂ କ୍ୟାଡେଟଙ୍କୁ ଏହି ଉତ୍ସବରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରାଯାଇଛି
#ArgusNews #NarendraModi #ncccadet