ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟକୁ ଦେଶ ବିଦେଶରେ ପରିଚିତ କରାଇଥିବା ନୃତ୍ୟଶିଳ୍ପୀ ଶାଶ୍ଵତ ଯୋଶୀଙ୍କୁ କିଏ ବା ନ ଜାଣେ। ଓଡ଼ିଶା ପର୍ବ ଅବସରରେ ଦିଲ୍ଲୀ ଦରବାରରେ ନିଜ ନୃତ୍ୟ ଦ୍ଵାରା ସେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି। ଶୁଣନ୍ତୁ ଏନେଇ ତାଙ୍କ ପ୍ରତିକ୍ରିୟା..। Saswat Joshi
#ArgusNews #OdishaParba2023 #OdishaParba #Odiasamaj #OdiaCulture #SaswatJoshi #JawaharlalNehruStadium #Delhi