ସୁରତରେ 17 ବର୍ଷ ପୂର୍ବେ ଗଢା ଯାଇଛି ଭାରତ ଭାରତୀ ସନ୍ଧ୍ୟା। ଆଜି 26 ଜାନୁଆରୀ ଅବସରରେ ଭାରତ ମାତା ପୂଜନ ସହ 24 ରାଜ୍ୟର ନୃତ୍ୟ ସହ ଖାଦ୍ୟ ମେଳାର ଆୟୋଜନ କରାଯାଇଥିଲା। ଯେଉଁଥିରେ ଓଡିଶା ସମାଜ ତରଫରୁ ପିଲାଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ସମସ୍ତଙ୍କୁ ମନମୋହିଥିଲା....।
#ArgusNews #republicday2023 #surat #sambalpuridance #National