ମୋଦିଙ୍କୁ ଲୁଚୁଛନ୍ତି କି KCR ?
ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ଲାଗି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲେଙ୍ଗାନାରେ ପହଞ୍ଚିଥିଲେ। ହେଲେ ପ୍ରୋଟକଲ ରକ୍ଷା କରି ତାଙ୍କୁ ସ୍ବାଗତ କରିବାକୁ ବିମାନବନ୍ଦରକୁ ଆସି ନ ଥିଲେ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର।
#Telengana #Politics #KCR #ArgusNews #Odisha