ପ୍ରଧାନମନ୍ତ୍ରୀଙ୍କ ଗତିଶକ୍ତି ଯୋଜନାର ସଫଳ ରୂପାୟନର ଇଏ ହେଉଛି ଚିତ୍ର । ପ୍ରଥମ ଥର ପାଇଁ ଇଫକୋ ୟୁନିଟ ପାରାଦୀପ ତରଫରୁ ନଦୀଭିତ୍ତିକ ବନ୍ଦର ଲୋକାର୍ପିତ । ସାଗରମାଳା ପ୍ରକଳ୍ପ ଓ ମେକ ଇନ ଇଣ୍ଡିଆ ପ୍ରକଳ୍ପ ଓ ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନାରେ ରାଜ୍ୟରେ ପ୍ରଥମ ନଦୀଭିତ୍ତିକ ବନ୍ଦରର ଲୋକାର୍ପଣ କରିଛନ୍ତି କେନ୍ଦ୍ର ସରକାରଙ୍କ ଜାହାଜ, ବନ୍ଦର,ଜଳମାର୍ଗ, ଆୟୁଷ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ l
#Paradeep #GatiShaktiYojana #Odisha #ArgusNews