‘ନୂଆ ଶିକ୍ଷା ନୀତିକୁ ବିରୋଧ କରୁଛନ୍ତି ଦିଦି । ମମତାଙ୍କୁ ବେଙ୍ଗଲର ଯୁବକ ଯୁବତୀ ମାନଙ୍କ ଭବିଷ୍ୟତର ଚିନ୍ତା । ହେଲେ ମୁଁ ପ୍ରତିଶ୍ରୁତି ଦେଉଛି ବେଙ୍ଗଲ ବାସୀଙ୍କ ଭବିଷ୍ୟତ ସହ ଦିଦି ଖେଳିବାକୁ ମୁଁ ଦିବିନି । ଦିଦିଙ୍କ ଖେଲା ଶେଷ ହୋବେ, ବେଙ୍ଗଲରେ ଏବେ ବିକାଶ ହୋବେ....’: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
#ArgusNews #WestBengal #Kharagpur #Education Narendra Modi Mamata Banerjee