ଏଣିକି କରୋନା ରୋଗୀଙ୍କୁ ଚିହ୍ନଟ କରିବ କୁକୁର । ପୂର୍ବରୁ ଇଂଲଣ୍ଡ ସମେତ ଆଉ କିଛି ଦେଶରେ କୋଭିଡ୍ ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ତାଲିମପ୍ରାପ୍ତ କୁକୁରଙ୍କୁ ବ୍ୟବହାର କରା ଯାଉଥିବା ବେଳେ ଏବେ ଭାରତରେ ମଧ୍ୟ ତାହା ସମ୍ଭବ ହେବାକୁ ଯାଉଛି । ଏଣିକି ଆମେ ଦେଶରେ ମଧ୍ୟ କୁକୁରଙ୍କ ସହାୟତାରେ ଚିହ୍ନଟ ହେବେ କରୋନା ସଂକ୍ରମିତ....
#ArgusNews #National #Covid_Patient #Dog #indianarmy