ଦୀର୍ଘ 8 ମାସ ପରେ ଆଜିଠୁ ମହାରାଷ୍ଟ୍ରରେ ଖୋଲିବ ରାଜ୍ୟର ସମସ୍ତ ଧାର୍ମୀକ ସ୍ଥଳୀ । ମହାରାଷ୍ଟ୍ର ସରକାର ଗତ 14 ତାରିଖରେ ସୋମବାରଠାରୁ ରାଜ୍ୟର ସମସ୍ତ ଧାର୍ମିକ ସ୍ଥଳୀ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ତେବେ ଏଥି ପାଇଁ ସରକାର କିଛି ଗାଇଡଲାଇନ ଜାରି କରିଛନ୍ତି ।
#ArgusNews #ArgusOdisha #ArgusOdia #ArgusUpdate #Headlines #Maharastra #TempleOpen #Covid