ଭାରତରେ ବେକାବୁ ହେଉଛି କୋରୋନା । ପ୍ରଥମଥର ଦେଶରେ ଗୋଟିଏ ଦିନରେ 90 ହଜାରରୁ ଅଧିକ ପଜିଟିଭ । ଏଭଳି ଟ୍ରେଣ୍ଡ ଜାରି ରହିଲେ ସାରା ବିଶ୍ବରେ ଦ୍ବିତୀୟ ନମ୍ବରରେ ପହଞ୍ଚିଯିବ ଭାରତ । କିଛିଦିନ 70 ଓ ପରେ 80 ହଜାର ଟ୍ରେଣ୍ଡକୁ କାଟି 24 ଘଣ୍ଟାରେ ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ବଢ଼ୁଛି ଚିନ୍ତା ।
#TheArgus #ArgusNews #ArgusOdia #CoronaVirus #NewrecordofCorona #CoronaReport