ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସରେ ହେବ ପରିବର୍ତ୍ତନ । ଖୁବଶୀଘ୍ର କେନ୍ଦ୍ର ସରକାର ଏ ସମ୍ପର୍କରେ ନିଷ୍ପତି ନେବାକୁ ଯାଉଛନ୍ତି । ଏନେଇ ପ୍ରଧାନମନ୍ତ୍ରୀଙ୍କର ମିଳିଛି ଗ୍ରୀନ ସିଗନାଲ । ଝିଅ ମାନଙ୍କର ସର୍ବନିମ୍ନ ବିବାହ ବୟସ କେତେ ହେବା ଦରକାର ତାହା ସ୍ଥିର କରିବା ପାଇଁ କେନ୍ଦ୍ର ସରକାର ଏକ କମିଟି ଗଠନ କରିଥିଲେ । କମିଟିର ରିପୋର୍ଟ ଆଧାରରେ କେନ୍ଦ୍ର ସରକାର ଏନେଇ ନିଷ୍ପତି ନେବାକୁ ଯାଉଛନ୍ତି....
#ArgusNews #National #Girl_Marriage_Age