TI Parade conducted; Anjana marks one of 10 as prime accused
ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟର ଭାରତ ସରକାରଙ୍କ ନିର୍ଦେଶକୁ ମାନିଲାନାହିଁ ... ଭାରତର କୃଷି ଆନ୍ଦୋଳନ କୁ ନେଇ ଟ୍ବିଟରରେ ଅନେକ ଦେଶ ବିରୋଧୀ ମନ୍ତବ୍ୟ ପ୍ରକାଶ ପାଇବା ପରେ ଏପରି ଟ୍ବିଟକୁ ବ୍ଲକ କରିବାକୁ ଭାରତ ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ତରଫରୁ କୁହାଯାଇଥିଲା କାରଣ ଏପରି ମନ୍ତବ୍ୟ ଦେଶ ଭିତରେ ଆନଦୋଳନକୁ ନେଇ ଭ୍ରାନ୍ତ ମନୋଭାବ ସୃଷ୍ଟି କରୁଛି ....
#ArgusNews #Twitter #IndiaGovt #FarmerProtest
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app