ଭାରତ-ନ୍ୟୁଜିଲାଣ୍ଡ ଶେଷ ଟି-୨୦ ମ୍ୟାଚରେ ଦମଦାର ବ୍ୟାଟିଂ କରିଛି ଭାରତୀୟ ଦଳ । ଭାରତ ପକ୍ଷରୁ ଓପନର ଶୁଭମନ ଗିଲ ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ଶୁଭମନ ଧୁଆଁଧାର ବ୍ୟାଟିଂ କରି ଶତକ ହାସଲ କରିଛନ୍ତି । ସେ ଏହି ମ୍ୟାଚରେ ତାଙ୍କ ଟି-୨୦ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି । ଏଥିପାଇଁ ଦଳରେ ଖୁସିର ମାହୋଲ।
#india #Pakistan #IndianCricketer #ShubmanGill #records #ArgusNews