ଆଜି ଦେଶ ପାଳୁଛି ଜାତୀୟ କ୍ରୀଡା ଦିବସ। ହକିର ଜାଦୁଗର ମେଜର ଧ୍ୟନଚାନ୍ଦଙ୍କ ଜନ୍ମ ଜୟନ୍ତୀଅବସରରେ ଆଜିର ଦିନକୁ ଜାତୀୟ କ୍ରୀଡା ଦିବସ ରୂପେ ପାଳନ କରାଯାଏ । ଏହି ଅବସରରେ କଳିଙ୍ଗ ଷ୍ଟାଡିୟମରେ ପାଳିତ ହୋଇଛି ଜାତୀୟ କ୍ରୀଡା ଦିବସ। ମୁଖ୍ୟ ଅତିଥି ଭାବରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ମେଜର ଧ୍ୟନଚାନ୍ଦଙ୍କୁ ଭାରତ ରତ୍ନ ଦେବାକୁ ଦାବି ପୁଣି ଥରେ ଦୋହରା ଯାଇଛି।
#odisha #sportsday #National #NationalSportsDay2021 #ArgusNews #DhyanChand