କୁଜଙ୍ଗର ସୁଲୋଚନା ଦାସଙ୍କ ଅଭିଯୋଗ, ତାଙ୍କ ପୁଅ ଅମୃତ ଦାସର ମୃତ୍ୟୁ ଦୁର୍ଘଟଣା ନୁହେଁ ହତ୍ୟା । ନ୍ୟାୟ ପାଇବା ପାଇଁ ଆତ୍ମହୂତି ଉଦ୍ୟମ ବି କରିଥିଲେ ସୁଲୋଚନା । ତଥାପି ଚୁପ୍ ପୋଲିସ ଓ କ୍ରାଇମବ୍ରାଞ୍ଚ । ମା'ଙ୍କ ଅଭିଯୋଗ, ଅପରାଧୀଙ୍କୁ ଘଣ୍ଟ ଘୋଡାଉଛନ୍ତି ବିଧାୟକ ଅତନୁ ସବ୍ୟସାଚୀ ନାୟକ ।
#Jagatsinghpur #Kujanga #Amrutdas #Deathcase #Police #Crimebranch #Aligation #Odisha #ArgusNews