#ଅପହଂଚ_ଇଲାକାରେ_ଦେଶକୁ_ବଡ_ସମ୍ମାନ
#ସାଧାରଣତନ୍ତ୍ରର_ଉତ୍ସାହ
#ମାଲକାନଗିରି_ବଣ୍ଡାଘାଟୀରେ_ଦେଶପ୍ରେମର_ଉତ୍ସାହ
73ତମ ଗଣତନ୍ତ୍ର ଦିବସରେ ଉପାନ୍ତରେ ଯେଉଁ ଉତ୍ସାହ, ରାଜପଥରେ ସେହି ଉତ୍ସାହ । ଏଠି ବିକାଶ ପହଂଚିନି ସତ କିନ୍ତୁ ବିକାଶ ନପହଂଚିଥିଲେ ବି ଏଠାକାର ଲୋକମାନଙ୍କ ମଧ୍ୟରେ ଗଣତନ୍ତ୍ର ଉତ୍ସବକୁ ନେଇ ସେଇ ଉତ୍ସାହ ପରିଲକ୍ଷିତ ହୋଇଛି ।