ଅବହେଳିତ ଅବସ୍ଥାରେ କଟକ ପୁରୀଘାଟ ରେ ଥିବା ସ୍ବରାଜ ଆଶ୍ରମ। ସ୍ଵାଧୀନତା ସଂଗ୍ରାମର ପେଣ୍ଠସ୍ଥଳୀ ରୁପେ ଜଣା ଏହି ଆଶ୍ରମ ଏବେ ଜରାଜିର୍ଣ୍ଣ ଅବସ୍ଥାରେ। କେବଳ ଗାନ୍ଧୀ ଜୟନ୍ତିରେ ଏଠାରେ ନାତା ମନ୍ତ୍ରୀଙ୍କ ପାଦ ପଡୁଥିବା ବେଳେ ବର୍ଷର ଅନ୍ୟ ଦିନ ମାନଙ୍କରେ ଆଶ୍ରମ ଖାଁଖାଁ। ସେପଟେ ରକ୍ଷାଣାବେକ୍ଷଣା ଅଭାବରୁ ଭାଙ୍ଗିବାକୁ ବସିଲାଣି ଆଶ୍ରମ କାନ୍ଥ। ହେତେ ତା ଉପରେ ରଙ୍ଗମାରି ବାହାବାହି ନେଉଛନ୍ତି କର୍ତ୍ତୁପକ୍ଷ ।
#Cuttack #swarajashram #MahatmaGandhi #freedomfighter #ArgusNews