ମହାମାରୀ ସମୟରେ ସାଇବର ଲୁଟେରାଙ୍କ ମହାଲୁଟ । ବିଭିନ୍ନ ପ୍ରଲୋଭନ ଦେଖାଇ ଖାଲି କରିଦେଉଛନ୍ତି ବ୍ୟାଙ୍କ୍ ଆକାଉଣ୍ଟ । ଲକଡାଉନ ଓ ସଟଡାଉନ ଏହି ଅଦୃଶ୍ୟ ଅପରାଧୀଙ୍କ ପାଇଁ ଏବେ ବଡ଼ ସୁଯୋଗ । କେବଳ 5 ମାସରେ ଟ୍ବିନ ସିଟିରେ କମିଶନରେଟ ପୋଲିସର ସାଇବର ସେଲକୁ ଆସିଛି ୧୪୬୭ଟି ଅଭିଯୋଗ
#ArgusNews #Odisha #NewsChannel #ArgusNewsTV #Cuttack #Cyber_Loot #Criminal