ଆଜିଠୁ କଟକର ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ ଓଡିଶା ଓପନ ବ୍ୟାଡମିଣ୍ଟନ। ବ୍ୟାଡମିଣ୍ଟନ ଓ୍ବାର୍ଲଡ ଫେଡେରେସନ ବା ବିଡବ୍ଲୁଏଫ ପକ୍ଷରୁ ଆୟୋଜିତ ଏହି ଇଭେଣ୍ଟରେ ଯୋଗ ଦେବାକୁ ଯାଉଛନ୍ତି ବିଶ୍ବର ବଚ୍ଛା ବଚ୍ଛା ଖେଳାଳି।
#Cuttack #openbadminton #jawaharlalnehruindoorstadium #Organized #BWF #ArgusNews