#ଆସନ୍ତାକାଲି_ପଡିବ_ପୌରାଞ୍ଚଳ_ଭୋଟ
#ପ୍ରାର୍ଥୀଙ୍କ_ଭାଗ୍ୟ_ଇଭିଏମରେ_ସିଲ_ହେବ
ରାଜ୍ୟର ୫୯ ଏନଏସି, ୪୭ଟି ମ୍ୟୁନିସିପାଲିଟି ଓ ୩ଟି ମହାନଗର ନିଗମରେ ପୌର ନିର୍ବାଚନ ହେବାକୁ ଯାଉଛି । ସକାଳ ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଭୁବନେଶ୍ବରରେ ପୌର ନିର୍ବାଚନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
#MunicipalityElection2022 #ElectionVoteing #Bhubaneswar #EVM #Odisha #ArgusNews