ପ୍ରଫେସର ଡକ୍ଟର ଐତିହାସିକ ଜଗନ୍ନାଥ ପଟ୍ଟନାୟକ ଓଡିଶାର ଜଣେ ଖ୍ୟାତନାମା ଗବେଷକ,ଶିକ୍ଷାବିତ ଓ ସାରସ୍ବତ ସାଧକ । ଇତିହାସ ବିଷୟ ଉପରେ ଆଧାରିତ ଅନେକଗୁଡିଏ ଗବେଷଣାଧର୍ମୀ ପୁସ୍ତକର ସେ ସଫଳ ରଚୟିତା । ତିରୋଧାନ ଦିବସ ଅବସରରେ ଓଡିଶା ମାଟିର ଏହି ମହାନ ଐତିହାସିକଙ୍କୁ ଅର୍ଗସ ନ୍ୟୁଜର ଗଭୀର ଶ୍ରଦ୍ଧାଞ୍ଜଳି ।
#Bhadrak #Basudevpur #professor #JagannathPattnaik #Odisha #ArgusNews