#ଓଡ଼ିଶାରେ_ପଛୁଆବର୍ଗ_ଅବହେଳିତ
ପଛୁଆବର୍ଗଙ୍କ ଅବହେଳା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଜାତୀୟ ପଛୁଆବର୍ଗ କମିଶନ ସଦସ୍ୟ କୌଶଳେନ୍ଦ୍ର ସିଂ ପଟେଲ । ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଓଡିଶାରେ ପଛୁଆବର୍ଗଙ୍କୁ ଅବହେଳା କରୁଛନ୍ତି ରାଜ୍ୟ ସରକାର ।
#OBC #commission #Odisha #ArgusNews