#ସତରେ_ଓଡ଼ିଶା_ଇତିହାସରେ_ଏମିତି_ରାଜା_ବିରଳ
ଗଙ୍ଗାରୁ-କୃଷ୍ଣା ନଦୀ ପର୍ଯ୍ୟନ୍ତ ନିଜ ଭୁଖଣ୍ଡକୁ ପରିବ୍ୟାପ୍ତ କରିଥିଲେ ସିଏ। ମାଢ ମାଢ ସୁନା ଆଣି ଢାଳି ଦେଇଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣ କମଳ ତଳେ। ଆଉ ନିଜକୁ ରାଜା ନୁହେଁ, ରାଉତ ବୋଲି ଘୋଷଣା କରିଥିଲେ ।
#WarriorKing #KapilendraDev #JanaajanaJagannath #Odisha #ArgusNews