ମୋ ପିଲା ଦୁହିଁଙ୍କର କଣ ଭୁଲ ଥିଲା। କାହିଁକି ତାଙ୍କୁ ଗାଡି ଚଢ଼େଇ ମାରିଦେଲ । ଏ ନିରୀହ ପିଲା ତୁମର ବା କଣ ଟା ଅସୁବିଧା କରି ପକେଇଥାନ୍ତେ । ତାଙ୍କୁ ଏମିତି ଗାଡି ଜଢ଼େଇ ମାରିଦେଲ। ଧିକରେ ମଣିଷ ଜାତି ଧିକ ତୁମକୁ । ଆମେ କୁକୁର ବୋଲି କଣ ଆମର କିଛି କଷ୍ଟ ନାହିଁ ।
#Bhubaneswar #Patia #Dog #crying #Odisha #ArgusNews