କରୋନାକୁ_ଜଗିଛନ୍ତି_ଗାଁ_ଯୁବକ
କରୋନା ସୃଷ୍ଟି କରିଛି ଆତଙ୍କ । ସଂକ୍ରମିତ ଶୁଣିବା ମାତ୍ରେ ସେବାତ ଦୂର କଥା ଦୁରେଇ ଯାଉଛନ୍ତି ରକ୍ତ ସମ୍ପର୍କୀୟ । ଏଭଳି ସମୟରେ ନିଜ ଗ୍ରାମବାସୀଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିଛନ୍ତି କିଛି ଯୁବକ
#ArgusNews #Odisha #Awareness #GoodNews #Anugul #Chhendipada #GaonreQuarantine #QuarantineCenterinVillage