ମୋ କଲେଜ ଅଭିଯାନ ପାଇଁ ୩୦ ଲକ୍ଷ ଟଙ୍କା ଦାନ ଦେଇ ଚର୍ଚ୍ଚାକୁ ଆସିଥିବା ସମ୍ବଲପୁରର ବର୍ଷୀୟାନ ଡାକ୍ତର ନାରାୟଣୀ ପଣ୍ଡା ଏବେ ସ୍କୁଲ ପାଇଁ ନିଜ ଘର ଦାନ କରିଛନ୍ତି । ଚଳିତ ଶିକ୍ଷାବର୍ଷରୁ ଏହି ଘରେ ରୋଟାରୀ କ୍ଳବ ପକ୍ଷରୁ ଆରମ୍ଭ ହେବ ଏକ ପ୍ଲେ ସ୍କୁଲ । ଡାକ୍ତର ପଣ୍ଡା କହିଛନ୍ତି ମୋ ହେପାଜତରେ ଥିବା ସମ୍ପତ୍ତି ଏକ ଶ୍ରେଷ୍ଠ କାମରେ ଲାଗୁଥିବାରୁ ମୁଁ ଆଜି ବହୁତ ଖୁସି ।
#GoodNews #Sambalpur #DrNarayaniPanda #donatedMoney #donatehome #greatperson #ArgusNews