#କାଦୁଅ_ପଚପଚ_ରାସ୍ତାରେ_ତଳି_ରୁଆଁ
ପ୍ରତିବାଦର ଅଭିନବ ତରିକା । ନିମ୍ନମାନର ରାସ୍ତା କାମକୁ ନେଇ ତାତିଲେ ଲୋକେ । ଏ ଦୃଶ୍ୟ ହେଉଛି, ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରି ଖଇରପୁଟ ବ୍ଲକର ଖଇରପୁଟ ଠାରୁ ବାୟାଗୁଡା ଯାଇଥିବା ରାସ୍ତାର।
#ArgusNews #Odisha #Malkangiri #RiceField #RoadProblem