#କିଏ_ହରାଇବ_ମର୍ଯ୍ୟାଦା #କିଏ_ହରାଇବ_ସମ୍ମାନ ଭିନ୍ନମତକୁ କିଏ ଦେଉନି ସମ୍ମାନ....ଏମିତି କଥା କହି ଆଜି ରାଜ୍ୟ ରାଜନୀତିରେ ବିସ୍ପୋରଣ ସୃଷ୍ଟି କରିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ...ସିଧାସିଧା ନହେଲେ ବି ତେରଚ୍ଛା ବାଣ ମାରି ଏବେ ବିଜେଡି ରାଜନୀତିରେ ଚର୍ଚ୍ଚାରେ ରହିଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ..