#କେଉଁଠି_ମାଳମାଳ_ତ_ଆଉ_କେଉଁଠି_ପଡିଆ
#ଆଉ_କାହାପାଇଁ_ଏସିଡ୍_ଟେଷ୍ଟ_ତ_ଆଉ_କାହାପାଇଁ_ପାଣିଖେଳ
ମାଘ ମାସରେ ବାଘ ଭଳି ରାଜନୀତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରାଜ୍ୟ ରାଜନୀତି । କିଏ ଏସିଡ ସହ ଖେଳୁଛି ତ ଆଉ କିଏ ପାଣି ସହ । ଏସବୁ ଭିତରେ ଶାସକ ବିଜୁ ଜନତା ଦଳ ପାଇଁ ବିଦ୍ରୋହୀ ବଡ କଣ୍ଟା ସାଜିଥିବା ବେଳେ ବିଜେପି ପାଇଁ ମୁଣ୍ଡବ୍ୟଥା ପାଲଟିଛି ଏକାଧିକ ପ୍ରାର୍ଥୀ ।
#PanchayatElections #BJP #BJD #Congress #RulingParty #Odisha #ArgusNews