#କେବେ_ଉଦ୍ଧାର_ହେବ_ଚିନି_କଳ ?
#ସଙ୍କଟରେ_7_ହଜାର_ଆଖୁ_ଚାଷୀ
ଆଖୁ ଚାଷ ହେଉଛି । ହେଲେ ମିଳୁନି ପାରିଶ୍ରାମିକ । ବଲାଙ୍ଗିର ଜିଲ୍ଲା ଦେଓଗାଁ ଆଖୁ ଚାଷୀଙ୍କୁ ପଚାରେ କିଏ ? ବନ୍ଦ ପଡିଛି ଚିନି କଳ । ଦୀର୍ଘ ବର୍ଷ ହେଲା ଝୁଲୁଛି ତାଲା । ଯାହାକୁ ନେଇ ଚିନ୍ତାରେ ଆଖୁ ଚାଷୀ ।
#balangir #sugarcane #farmers #sugarmill #OdishaCM #Odisha #ArgusNews